Home Odisha ନିଦବଟିକା ସେବନ କରି ଯୁବକ ଗୁରୁତର

ନିଦବଟିକା ସେବନ କରି ଯୁବକ ଗୁରୁତର

0

ତରଭା : ଅତ୍ୟଧିକ ନିଦବଟିକା ସେବନ କରି ଶାରୀରିକ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକଙ୍କ ଦ୍ୱାରା ଯୁବକଙ୍କୁ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ପ୍ରାପ୍ତ ସୂଚନା ଅନୁସାରେ ତରଭା ବ୍ଲକ କଲୋନୀ ପାଖରେ ରହୁଥିବା ସିପୁନ ମଲ୍ଲିକ ନାମକ ଜଣେ ଯୁବକ ଯାହାଙ୍କର ବୟସ ପାଖାପାଖି 21 ବର୍ଷ ହେବ ଅତ୍ୟଧିକ ନିଦବଟିକା ସେବନ କରିଥିବାରୁ ତାଙ୍କୁ ପରିବାରର ଲୋକେ ଆଜି ସନ୍ଧ୍ୟା ପ୍ରାୟ 7.୩୦ମି. ରେ ତରଭା ଡାକ୍ତରଖାନା କୁ ଆଣିଥିଲେ I ସେଠାରେ ଡାକ୍ତର ପରୀକ୍ଷା କରି ଚିକିତ୍ସା କଲାପରେ ନିକଟସ୍ଥ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି I ତେବେ ଅଜାଣତ ରେ ଯୁବକ ଜଣକ ନିଦବଟିକା ସେବନ କରିଥାଇ ପାରନ୍ତି ପରିବାର ଲୋକ ପ୍ରକାଶ କରିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version